MISSION | ବ୍ରତ

To have the unique tag of most affordable, accessible & applaudable global health care destination. 

ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ବିଶ୍ବର ଏକ ଅନନ୍ୟ, ଦେୟ ସାପେକ୍ଷ ସହଜ ପ୍ରାପ୍ୟ ତଥା ପ୍ରଶଂସାଯୋଗ୍ୟ ଆନ୍ତର୍ଜାତୀୟ ସ୍ତରୀୟ ଚିକିତ୍ସାଳୟର ମାନ୍ୟତା ହାସଲ କରିବା ।

VISION | ପରିକଳ୍ପନା

To gain the confidence of the poorest & weakest strata of the society as a safe, reliable health care shelter with minimum cost and maximum care & comfort.
ସର୍ବନିମ୍ନ ଦେୟ ହେଲେହେଁ ସର୍ବାଧ‌ିକ ଉପଶମ ଓ ସନ୍ତୋଷ ପ୍ରଦାନ କରୁଥିବା ଏକ ବିଶ୍ଵସନୀୟ ଚିକିତ୍ସାଳୟ ରୂପେ ସମାଜର ଅବହେଳିତ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ଜନସାଧାରଣଙ୍କର ବିଶ୍ଵାସ ଭାଜନ ହେବା ।